ଅନ୍ତରାଷ୍ଟ୍ରୀୟ ଆଫଗାନିସ୍ତାନରେ ଭୂମୀକମ୍ପ ଯୋଗୁ ବଡ ବିପର୍ଯ୍ୟୟ, ପ୍ରାୟ ୨୫୦ ମୃତ୍ୟୁ, ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ ନୂଆଦିଲ୍ଲୀ: ଆଜି ଆଫଗାନିସ୍ତାନରେ ହୋଇଥିବା ଭୂମୀକମ୍ପ ଯୋଗୁଁ ପ୍ରାୟ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନର ଗଣମାଧ୍ୟମ କହିଛି ଯେ, ଦେଶର ପୂର୍ବ ପାକ୍ତିକା…