ଅନ୍ତରାଷ୍ଟ୍ରୀୟ ପାକିସ୍ତାନରେ ପୁଣି ଭାଙ୍ଗିବ କି ସରକାର? ଦାଦା ଶେହବାଜ ବିରୋଧରେ ମୋର୍ଚ୍ଚା ଖୋଲିଲେ ମରିୟମ ନୱାଜ ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ସରକାର ପୁଣି ଥରେ ଭାଙ୍ଗିବାର ସମ୍ଭାବନା ରହିଛି। ସରିଫ ପରିବାରରେ ଏକ ବଡ଼ ମତଭେଦ ଥିବା ଜଣାପଡିଛି। ଶରିଫ…