ଆଜିର ଖବର ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ…