Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା
ଆଜିର ଖବର

ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ, ସାମାଜିକ ଗଣମାଧ୍ୟମରେ ଭକ୍ତ ଦେଖିଲେ ମାଙ୍କ ପୂଜା

August 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାହ୍ନ, ଆରମ୍ଭ ହେଲା ଘରେ ଘରେ ନୂଆଖାଇ ପୂଜା

ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ନବାନ୍ନ ବାହାରିବ ନାହିଁ। ସେଥିପାଇଁ ମନ୍ଦିର ଟ୍ରଷ୍ଟ ଲୋକମାନଙ୍କୁ ନିଜ ଘରେ ନବାନ୍ନ କରି ସାରିବା ପାଇଁ କୁହାଯାଇଛି।

ପୂର୍ବରୁ ଭକ୍ତମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ପାଇଁ ଆସିଥାନ୍ତି। ହେଲେ କରୋନା ପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ନିବେଦନ କରାଯାଇଥିଲା। ମା ଙ୍କ ନିକଟରେ ନବାହ୍ନରେ ପୂଜା କେବଳ ସେବକମାନେ ଯଥା ରିତିରେ କରିବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ମାଙ୍କ ନିକଟରେ ଏହି ନବାହ୍ନ ପୂଜା କରାଯାଇଛି।

ନୂଆଖାଇ ମା ସମଲେଶ୍ବରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି

April 14, 2026

ବୟସ ୪୦, କିନ୍ତୁ ଏବେ ବି କାହିଁକି ଅବିବାହିତା?: କାରଣ କହିଲେ ଶକ୍ତି ମୋହନ 

April 14, 2026
Latest News

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026

ଛାତ୍ରୀଙ୍କ ଅଭିଯୋଗ ପରେ ହଟିଲେ ଏଚ୍‌ଓଡି

April 14, 2026

ବୟସ ୪୦, କିନ୍ତୁ ଏବେ ବି କାହିଁକି ଅବିବାହିତା?: କାରଣ କହିଲେ ଶକ୍ତି ମୋହନ 

April 14, 2026

ଆଜି ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିବ CBSE ବୋର୍ଡ?: ଏହି ସରଳ ଉପାୟରେ ଦେଖନ୍ତୁ ମାର୍କସିଟ୍

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.