ଆଜିର ଖବର ବିପଦରେ ଗଜରାଜ: ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ୍ୟୁ ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ନାକଟିଦେଉଳ ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ଚିନ୍ତାର କାରଣ ହୋଇଛି। ଗତକାଲି ରାତିରେ ନାକଟିଦେଉଳ ବନାଞ୍ଚଳ ଚରଡ଼ପଶି…