ମାଓବାଦୀ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦୀର୍ଘ ବର୍ଷର ନୀରବତା ପରେ ପୁଣି ମାଓବାଦୀ ମାତିଛନ୍ତି। ରେଢ଼ାଖୋଲରେ ଏଭଳି ଖବର ଜଣାପଡିଛି। ପୋଲିସ ରେଢ଼ାଖୋଲ ବ୍ଲକ୍ ଚାରମାଳ ଜଙ୍ଗଲରେ ସର୍ଚ୍ଚ…

ଭୁବନେଶ୍ଵର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉତ୍ତରାଞ୍ଚଳ ରେଞ୍ଜ ଗସ୍ତ କରିବା ସହ ସେଠାକାର ଆଇନ ଓ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି।…

ଭୁବନେଶ୍ଵର: ଛତିଶଗଡ଼ ଜଙ୍ଗଲରେ ମାଓ ଏନ୍‌କାଉଣ୍ଟର ପରେ ଆଜି କଳାହାଣ୍ଡି ଜିଲ୍ଲାରେ ପହଂଚିଛନ୍ତି ପୋଲିସ ଡିଜି ୟୋଗେସ ବାହାଦୁର ଖୁରାନିଆ। ପୋଲିସ ଡିଜି ଆଜି କଳାହାଣ୍ଡି ଜିଲ୍ଲା…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ. ଭି-୭୯ ଓ ମୋଟୁ ଥାନା ଅନ୍ତର୍ଗତ କଟନପାଲ୍ଲୀ, ମେଟାଗୁଡ଼ା, ଜିନେଲଗୁଡ଼ା ଓ ଟୋକାଲଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବହୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର…

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ବିଏସଏଫ କ୍ୟାମ୍ପର ବିଏସଏଫ ଯବାନ ଓ ସ୍ପେଶାଲ ଅପରେସନ ଟିମ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଗତକାଲି ଆରଲୀପଡ଼ା…

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ୭ମ ବ୍ୟାଚ ଡିଏସପି (ପ୍ରୋବେସନର) ଏବଂ ୧୧ତମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ…

ଭୁବନେଶ୍ବର: ଗତକାଲି ଛତିଶଗଡର ଦାନ୍ତେୱାଡାରେ ମାଓବାଦୀଙ୍କ ବର୍ବରତା ପରେ ଓଡିଶାର ହାଇଆଲର୍ଟ ଜାରୀ କରାଯାଇଛି। କୋରାପୁଟ, ନବରଙ୍ଗପୁର ଏବଂ ମାଲକାନାଗିରିରେ ଏହି ହାଇ ଆଲର୍ଟ ଜାରୀ କରାଯାଇଛି।…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ମାଓ ତାଣ୍ଡବ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ ମାଓ ବାହୀନି ନିଜର ସ୍ଥିତି ଜାହିର କରୁଥିବା…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭବାନୀପାଟଣା ସହରସ୍ଥିତ ପୋଲିସ ପଡିଆ ମନ୍ଦିର ପ୍ରାଙ୍ଗଣରେ ଆତ୍ମ ସମର୍ପଣ କରିଥିବା ମାଓନେତା ଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ପୋଲିସ…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀଙ୍କ ସହ ଯୋଗାଯୋଗ ଓ ସେମାନଙ୍କୁ ମାଓ ସାମଗ୍ରୀ ଯୋଗାଇବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ଗିରଫ…

ରାୟପୁର: ଛତିଶଗଡର ବିଜାପୁରରେ ମାଓବାଦୀଙ୍କ ଦ୍ଵାରା ଆଇଇଡି ବିସ୍ଫୋରଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଉଛି।…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ…

ନୂଆଦିଲ୍ଲୀ: ମାଓବାଦୀମାନେ ସହିଦ ଦିବସ ପାଳନ କରିବାକୁ ଯାଉଛନ୍ତି। ପ୍ରତ୍ୟେକ ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏଁ ମାଓବାଦୀ ସଂଗଠନର ସଂସ୍ଥାପକ ଚାରୁ…

ବରଗଡ, ଶୁକ୍ରବାର ଭୋରରୁ ଛତିଶଗଡ ସୀମାରେ ଥିବା ଝାଞ୍ଜି ସଂରକ୍ଷଣ ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମିଙ୍କ ଗୁଳି ବିନିମୟରେ ଜଣେ ଦୁର୍ଦ୍ଧାନ୍ତ ମାଓ ନେତା ନିହତ…

ଭୁବନେଶ୍ବର: ଆଜି ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି। ବରଗଡ ଜିଲ୍ଲା ଅନ୍ତର୍ଗତ ପଦମପୁରରେ ଏହି କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି। ଭଞ୍ଜଗୁଣ୍ଡା ନିକଟ…

ରାୟପୁର: ଆଜି ଛତିଶଗଡ ଦନ୍ତେୱାଡର ମୁସ୍ତଲନାର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉଭୟ ପକ୍ଷରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ…

ରାୟପୁର: ଛତିଶଗଡର ବିଜାପୁର ମାଓବାଦୀ ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିଲେ। ଏହାସହିତ ସିଆରପିଏଫର କୋବ୍ରା କମାଣ୍ଡୋ ରାକେଶ୍ଵର ସିଂହ ମନହାସ୍ ଙ୍କୁ ମାଓବାଦୀ ବନ୍ଧକ ରଖିଥିଲେ।…

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ  ୫ ଜଣ ଯବାନ ସହିଦ ହୋଇଥିବା ବେଳେ…

ମାଲକାନଗିରି: ପଂଚାୟତ ନିର୍ବାଚନ ପାଖେଇ ଆସିଲାଣି। ବିଭିନ୍ନ ରାଜନୈତିକ ଦଳଗୁଡିକ ଏବେ ଗଡ ସଜାଡିବା ଆରମ୍ଭ କଲେଣି। କିନ୍ତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକରେ୨ ୦୧…

ମାଲକାନଗିରି: ମାଲକାନାଗିରିର ସୀମାନ୍ତ ଛତିଶିଗଡର ଦନ୍ତେୱାଡାରେ ୧୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦନ୍ତେୱାଡା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ଏହା…

ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ…