ଆଜିର ଖବର ଜିଓ ପକ୍ଷରୁ ୩ଟି ନୂଆ “ଜିଓଟିଭି ପ୍ରିମିୟମ ପ୍ଲାନ୍’ ଉନ୍ମୋଚିତ; ପ୍ଲାନ୍ ସହ ଉପଲବ୍ଧ ହେବ ଓଟିଟି ଆପ୍ ସବ୍ସ୍କ୍ରିପ୍ସନ୍ ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଜିଓ ନିଜ ଗ୍ରାହକଙ୍କ ପାଇଁ ମନୋରଞ୍ଜନର ବ୍ୟାପକ ସମ୍ଭାର ଆଣିଦେଇଛି। ଜିଓଟିଭି ପ୍ରିମିୟମ ପ୍ଲାନ୍ ନାମରେ ମାଗଣା ଓଟିଟି ଆପ୍ ସବସ୍କ୍ରିପସନ୍ ସହ…