ଆଞ୍ଚଳିକ ଆଉ ନାହାନ୍ତି ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହ: ନିଆରା ଢଙ୍ଗରେ କରୁଥିଲେ ରୋଗୀ ସେବା ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁରର ଖ୍ୟାତନାମା ଡାକ୍ତର ମାଧବ ଚନ୍ଦ୍ର ରଣସିଂହଙ୍କ ପରଲୋକ ହୋଇଯାଇଛି। ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଯାଇଛି।…