ଆଜିର ଖବର ଝଙ୍କଡ ମା’ଶାରଳାଙ୍କ ଜମି ଚାଷ କରୁଥିବା ବ୍ୟକ୍ତିଙ୍କୁ ୧୦ଦିନ ମଧ୍ୟରେ ନୋଟିସ୍ କରାଯିବ ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ…