ବିଶେଷ ଖବର ‘ମୁକ୍ତ ବର୍ଗ’ ଅଧୀନରେ ହରଡ଼ ଓ ବିରି ଆମଦାନୀ ଅବଧି ବଢ଼ାଇଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ: ଘରୋଇ ବଜାରରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ବଢ଼ାଇବା ଏବଂ ମୂଲ୍ୟ ସ୍ଥିର ରଖିବା ଲାଗି କେନ୍ଦ୍ର ସରକାର ଆଉ ଏକ ସକ୍ରିୟ ତଥା ତତ୍ପରତାପୂର୍ଣ୍ଣ…