ଆଜିର ଖବର କେନ୍ଦ୍ରମନ୍ତ୍ରୀ ଡା. ଏଲ୍ ମୁରୁଗାନଙ୍କ ପିତାମାତା ଏବେ ବି କରୁଛନ୍ତି କୃଷି କାର୍ଯ୍ୟ ଏବଂ ପାଳନ୍ତି ମେଣ୍ଢା ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ଆରମ୍ଭରେ କ୍ୟାବିନେଟରେ ପରିବର୍ତ୍ତନ ଆଣିଥିଲେ ଯାହା ବହୁ ଚର୍ଚ୍ଚାର ବିଷୟ ହୋଇଥିଲା। ଅନେକ ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିଥିବା ବେଳେ…