ଆଜିର ଖବର ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍ ସମ୍ପର୍କରେ ମାର୍ଗଦର୍ଶିକା ଜାରି କଲେ ସରକାର ନୂଆଦିଲ୍ଲୀ: ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ…