ଜାତୀୟ ଖବର ନେପାଳ ପାର୍ଟିରେ ରାହୁଳ ଗାନ୍ଧୀଙ୍କ ସହିତ ଥିବା ସେ ଯୁବତୀ ଜଣଙ୍କ କିଏ ? ସତ୍ୟ ହେଲା ପ୍ରକାଶ ନୂଆଦିଲ୍ଲୀ: ନିକଟରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ରାହୁଳ ଗାନ୍ଧୀ ଏକ ପାର୍ଟିରେ ଉପସ୍ଥିତ ଅଛନ୍ତି ଏବ…