PIB_NEWS ରେଳ ଷ୍ଟେସନ ଉପରେ ପଞ୍ଚତାରକା ହୋଟେଲ, ଆଜି ବହୁ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏଥିମଧ୍ୟରେ ନବନିର୍ମିତ ଗାନ୍ଧିନଗର ରେଳ ଷ୍ଟେସନ୍,…