ଅପରାଧ ଫାଇନାନ୍ସ କର୍ମଚାରୀଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟର ପର୍ଦ୍ଦାଫାଶ କଲା ନିରାକାରପୁର ପୋଲିସ, ତିନି ଗିରଫ ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟର ପର୍ଦ୍ଦାଫାଶ କରିଛି ପୋଲିସ। ସୂଚନା ମୁତାବକ ଭାରତ ଫାଇନାନ୍ସ, ନିରାକାରପୁର ଶାଖାର କର୍ମଚାରୀ ଗୋପବନ୍ଧୁ…