ଜୀବନ ଶୈଳୀ ଲଗାତାର ପଞ୍ଚମ ଥର ପାଇଁ ଦେଶର ସବୁଠୁ ସ୍ଵଚ୍ଛ ସହର ହେଲା ଇନ୍ଦୋର, ବାରାଣାସୀକୁ ମିଳିଲା ଏହି ପୁରଷ୍କାର ନୂଆଦିଲ୍ଲୀ: ‘ସ୍ବଚ୍ଛ ସର୍ବେକ୍ଷଣ-୨୦୨୧’ର ବିଜେତା ଘୋଷିତ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋର ସହର କ୍ରମାଗତ ପଞ୍ଚମ ଥର ପାଇଁ ପ୍ରଥମ ସ୍ଥାନରେ ରହିଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ…