କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲର ଡାକ୍ତରଖାନାର ଉପଖଣ୍ଡ ଚିକିତ୍ସାଧିକାରୀ ବିପିନ୍ ବିହାରୀ ସାହୁ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ସେ ଜନୈକ ରୋଗୀଙ୍କ ସମ୍ପର୍କୀୟ ଠାରୁ ଅପରେସନ୍ ପାଇଁ ୫୫୦୦ଟଙ୍କା ଲାଂଚ ନେବା ବେଳେ ସମ୍ବଲପୁର ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି।
ପୂର୍ବରୁ ଶ୍ରୀ ସାହୁ ଏମିତି ବହୁ ରୋଗୀମାନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇ ଆସୁଥିଲେ। ଏପରିକି ସେ ଡାକ୍ତରଖାନାରେ ନିୟମିତ ନ ରହି ବେସରକାରୀ ଡାକ୍ତରଖାନାରରେ କାମ କରୁଥିବାର ମଧ୍ୟ ଅଭିଯୋଗ ହେଉଥିଲା।