ଅପରାଧ ଲଣ୍ଡାକୋଟ ଜଙ୍ଗଲରୁ ଦେଶୀ ବନ୍ଧୁକ ସହ ଯୁବକ ଗିରଫ, କୋର୍ଟ ଚାଲାଣ କନ୍ଦର୍ପ ବେହେରା ରେଢ଼ାଖୋଲ: ଚାରମାଳ ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ, ଅଫୁଟା ଗୁଳି ସହ ଜଣେ ଯୁବକକୁ ଗିରଫ କରିଛି…