ଆଞ୍ଚଳିକ ଚିଲିକା କରୋନା ଅପଡେଟ୍: ଆଜି ଲମ୍ଫ ଡିଆଁ ମାରିଲା ସଂକ୍ରମଣ, ଆସନ୍ତାକାଲି ଦିଆଯିବ ୭ ଶହ ଡୋଜ ଟୀକା ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଲମ୍ଫ ଡିଆଁ ନେଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୭ ଜଣ ଆକ୍ରାନ୍ତ…