ଆଜିର ଖବର ତୃତୀୟ ଆଇଏଏଲ୍ଏ ପରିଷଦ ଅଧିବେଶନର ଉଦଘାଟନ କଲେ ସର୍ବାନନ୍ଦ ସୋନୋୱାଲ ଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ (ଏମଓପିଏସ୍ଡବ୍ଲ୍ୟୁ) ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସାମୁଦ୍ରିକ ନାଭିଗେସନ ସହାୟତା ସଂଗଠନ (ଆଇଏଏଲଏ)…