ଆଜିର ଖବର ଲେହ-ଲଦାଖରେ ୫.୫ ତୀବ୍ରତାର ଭୂମିକମ୍ପ ଶ୍ରୀନଗର: ଲେହ-ଲଦାଖରେ ଗୁରୁବାର ସକାଳୁ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ସକାଳ ୬ଟା ୫ ମିନିଟରେ ଲେହରେ ୫.୫ ତୀବ୍ରତାର…