Categories
ଫଟୋ ଖବର

ନୂଆଦିଲ୍ଲୀର ଶାସ୍ତ୍ରୀ ଭବନ ସମସ୍ତ ଗାଡି ଭିତରକୁ ଯିବା ପୂର୍ବରୁ ସାନାଟାଇଜେସନ ଏବଂ ଚେକିଂ କରି ଛଡାଯାଉଛି।

ନୂଆଦିଲ୍ଲୀ, ଲକଡାଉନ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଶାସ୍ତ୍ରୀ ଭବନ ଏବେ ଖୋଲାଯାଇଛି। ତେବେ ଗାଡିଗୁଡିକ ସେ ଭିତରକୁ ଯିବା ପୂର୍ବରୁ ଚେକିଂ ସହିତ ସାନିଟାଇଜେସନ କରାଯାଉଛି।