Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ଓକିଲ ଶିଳଭଦ୍ର ଶାସ୍ତ୍ରୀ ହେଲେ ସିବିଏ ର ଉପସଭାପତି

କଟକ: କଞ୍ଜ୍ୟୁମର ବାର ଆସୋସିଏସନର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବରିଷ୍ଠ ଓକିଲ ଶିଳଭଦ୍ର ଶାସ୍ତ୍ରୀ। ଆଜି ହୋଇଥିବା ନିର୍ବାଚନରେ ସେ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ବାର ଆସୋସିଏସନ ତରଫରୁ ପ୍ରକାଶ କରାଯାଇଛି।

ସେହିପରି ଅନ୍ୟ ପଦପଦବୀ ପାଇଁ ଯେଉଁମାନେ ନିର୍ବାଚତ ହୋଇଛନ୍ତି ସେମାନେ ହେଲେ

ସଭାପତି – ଗିରିଜା ପ୍ରସାଦ ଦତ୍ତ

ଉପସଭାପତି – ଶିଳଭଦ୍ର ଶାସ୍ତ୍ରୀ

ସେକ୍ରେଟାରୀ – ଜ୍ୟୋତି ପଟ୍ଟନାୟକ

ଆସିଷ୍ଟାଣ୍ଟ ସେକ୍ରେଟାରୀ -ପ୍ରସ୍ମଜୀତ ସିହ୍ନା

ଟ୍ରେଜେରର -ବିଚିତ୍ର ମୋହନ ମହାପାତ୍ର

ଶିଳଭଦ୍ର ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ କରାଯାଉଛି।