ଆଜିର ଖବର ସଡକ ଦୁର୍ଘଟଣାରେ ୬ ଶ୍ରମିକ ମୃତ: ଶୋକ ବ୍ୟକ୍ତ କଲେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୬ ଜଣ କୃଷି ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିବିଦୁ ଅଞ୍ଚଳରେ…