ରାଜ୍ୟ ଖବର ପୂର୍ବ ଭାରତରେ କୃଷି ବିକାଶ ପାଇଁ ରୋଡ୍ ମ୍ୟାପ୍ ଚୂଡାନ୍ତ : ଶ୍ରୀ ଶିବରାଜ ସିଂହ ଚୌହାନ ଭୁବନେଶ୍ଵର : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଖରିଫ କୃଷି ଜୋନାଲ…