ଆଜିର ଖବର ଦେବଗଡ଼ରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ ତିଳେଇବଣି: ଦେବଗଡ଼ ଜିଲ୍ଲାରେ ମୋଟ ୨୩ ପ୍ରତିଶତ ଜଙ୍ଗଲ ଅଛି। ଏହାକୁ ଅନ୍ତତଃ ୩୫ ପ୍ରତିଶତ କରିବା ପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ନେବାକୁ ହେବ ବୋଲି…