ଆଜିର ଖବର ଶ୍ରୀମନ୍ଦିରରେ ରକ୍ତର ଛିଟା: ଶ୍ରୀଜିଉଙ୍କର ମହାସ୍ନାନ ପରେ ଦର୍ଶନ ଲାଗି ଭକ୍ତଙ୍କୁ ମିଳିଲା ଅନୁମତି ପୁରୀ: ଶ୍ରୀମନ୍ଦିରରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଛି। ଯାହାଦ୍ୱାରା ସକାଳ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀଜିଉଙ୍କର ମହାସ୍ନାନ ପରେ…