ଆଜିର ଖବର ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର ବାଲିପାଟଣା: ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ବାଲିପାଟଣା ଥାନା ବସନ୍ତମାଳ ଓରିସ ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଦୀର୍ଘଦିନ ଧରି ଚାଲିଥିବା…