ଜାତୀୟ ଖବର ଆଜିଠାରୁ ବଜେଟ ଅଧିବେସନ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କରିବେ ବର୍ଜନ 18ଟି ବିରୋଧୀ ଦଳ ନୂଆଦିଲ୍ଲୀ, ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। କଂଗ୍ରେସ ନେତୃତ୍ୟରେ 16 ଟି ବିରୋଧୀ ଦଳ କୃଷକ ଆନ୍ଦୋଳନକୁ ସମର୍ଥନ କରିବେ। ସେଥିପାଇଁ ଏହି ବିରୋଧୀ…