ଆଜିର ଖବର ଜନ୍ମଦିନରେ କମାଲ କଲେ ବିରାଟ କୋହଲି, ଶତକ ଲଗାଇ ସଚିନଙ୍କ ରେକର୍ଡ ସହ ହେଲେ ସମକକ୍ଷ ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ବିରାଟ କୋହଲିଙ୍କ ODI କ୍ୟାରିୟରର ଏହା ହେଉଛି ୪୯ ତମ ଶତକ।…