ଆଜିର ଖବର ଦାୟିତ୍ଵ ନେବା ପରେ ଟାଙ୍ଗୀ ଥାନା ଆଇଆଇସିଙ୍କ କାର୍ଯ୍ୟାନୁଷ୍ଠାନ: ମୋଟା ଅଙ୍କର ତଣ୍ଡ ଗଣିଲେ ଅମାନିଆ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳରେ ପୋଲିସର କଡା କୋଭିଡ଼ ଏନ୍ଫୋର୍ସମେଣ୍ଟ ଦେଖିବାକୁ ମିଳିଛି। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ…