ଆଜିର ଖବର ସତ୍ୟନଗର ଓମ୍ଫେଡ୍ ଷ୍ଟଲ୍ ଯାଇଥିଲେ କି? ୧୦୪କୁ ଫୋନ୍ କରି କ୍ବାରେଣ୍ଟାଇନ୍ରେ ରୁହନ୍ତୁ ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: ସତ୍ୟନଗର ଓମ୍ଫେଡ୍ ଷ୍ଟଲ୍ ଯାଇଥିଲେ କି? ଯଦି ଯାଇଥିଲେ ତେବେ ଆପଣ ସତର୍କ ରୁହନ୍ତି। ଭୁବନେଶ୍ବର ସତ୍ୟନଗର ତୋଷାଳି ଭବନ ସାମ୍ନା ଓମ୍ଫେଡ୍…