ଆଜିର ଖବର ଜାତୀୟ ପ୍ରେସ ଦିବସ ଅବସରରେ ସମ୍ବାଦପତ୍ର ପ୍ରଦର୍ଶନୀ: ଉଦଘାଟନ କଲେ ସଚିବ ସଂଜୟ କୁମାର ସିଂହ ଭୁବନେଶ୍ଵର: ଜାତୀୟ ପ୍ରେସ ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଭାଗୀୟ ଶାସନ ସଚିବ…