Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପ୍ରେସ ଦିବସ ଅବସରରେ ସମ୍ବାଦପତ୍ର ପ୍ରଦର୍ଶନୀ: ଉଦଘାଟନ କଲେ ସଚିବ ସଂଜୟ କୁମାର ସିଂହ
ଆଜିର ଖବର

ଜାତୀୟ ପ୍ରେସ ଦିବସ ଅବସରରେ ସମ୍ବାଦପତ୍ର ପ୍ରଦର୍ଶନୀ: ଉଦଘାଟନ କଲେ ସଚିବ ସଂଜୟ କୁମାର ସିଂହ

November 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାତୀୟ ପ୍ରେସ ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଏକ ସମ୍ବାଦପତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବିଭାଗୀୟ ଶାସନ ସଚିବ ସଂଜୟ କୁମାର ସିଂହ ଏହାର ଉଦଘାଟନ କରିଛନ୍ତି। ପ୍ରଦର୍ଶନୀରେ ଓଡ଼ିଶାର ପୁରାତନ ଓ ବର୍ତ୍ତମାନର ବିଭିନ୍ନ ସମ୍ବାଦପତ୍ର ସ୍ଥାନ ପାଇଛି। ଶ୍ରୀ ସିଂହ କିଛି ସମୟ ପ୍ରଦର୍ଶନୀ ବୁଲି ଦେଖିଥିଲେ । ଶଶାଙ୍କ ଶେଖର ଦାସ ପ୍ରଦର୍ଶନୀର ସଂଯୋଜନା କରିଥିଲେ।

ଜାତୀୟ ପ୍ରେସ ଦିବସ ସଂଜୟ କୁମାର ସିଂହ ସୂଚନା ଓ ଲୋକସମ୍ପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ମେଗନ୍ ଶଟ୍ ଦୁଇଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ

October 23, 2026
Latest News

ନାବାଳିକା ହତ୍ୟା ମାମଲା: SIଙ୍କ ବଦଳି

October 23, 2026

୨୦୨୭ରୁ WhatsApp ଓ Telegram ବ୍ୟବହାରରେ ବଡ଼ ପରିବର୍ତ୍ତନ! ଫୋନ୍‌ରେ SIM ନଥିଲେ ହୋଇପାରେ ଅସୁବିଧା

October 23, 2026

କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର, ଡାହାଣ ଗୋଡ଼ରେ ବାଜିଲା ଗୁଳି

October 23, 2026

ମେଗନ୍ ଶଟ୍ ଦୁଇଟି ମ୍ୟାଚ୍‌ରୁ ସସ୍‌ପେଣ୍ଡ

October 23, 2026

ଏମସିଡି ଗୃହରେ ହଙ୍ଗାମା: ବିଜେପି-ଆପ୍ ମୁହାଁମୁହିଁ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.