ଆଜିର ଖବର କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ ଭୁବନେଶ୍ଵର : କାଲିଠାରୁ ଦୁଇ ଦିନିଆ କୁଳପତିମାନଙ୍କ ସମ୍ମିଳନୀ ଆରମ୍ଭ ହେବ । ଆସନ୍ତା କାଲି ଲୋକସେବା ଭବନରେ କୁଳପତିମାନଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହେବ ।…