ଆଜିର ଖବର ଦୁଇ ବିଧାୟକଙ୍କୁ ମିଲିଲା ନୂଆ ଦାୟିତ୍ବ, ଜଣେ ସରକାରୀ ଦଳ ମୁଖ୍ୟ ସଚେତକ, ଆଉ ଜଣେ ଉପମୁଖ୍ୟ ଭୁବନେଶ୍ବର: ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେଲେ ସରକାରୀ ମୁଖ୍ୟ ସଚତେକ। ଆଜି ମନ୍ତ୍ରୀ ମଣ୍ଡଳ ଶପଥ ପରେ ଏହି ଘୋଷଣା କରାଯାଇଛି। ସେହିପରି ପାଟଣାଗଡ ବିଧାୟକ…