ଆଜିର ଖବର ସରପଞ୍ଚ ସ୍ଵାମୀକୁ ଗୁଳି : ଦୁଇ ଭାଇ ଗିରଫ କଟକ : ସନ୍ତରାବଳି ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ଘଟଣାରେ ଗ୍ରାମାଞ୍ଚଳ ପୋଲିସ ବଡ଼ ସଫଳତା ପାଇଛି। ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଦୁଇ…