ଆଜିର ଖବର ଅଷ୍ଟମ ଦିବସରେ ଅହୋରାତ୍ର ଗଣଧାରଣା ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ଆହ୍ୱାନରେ ଚାଲିଥିବା ଅହୋରାତ୍ର ଗଣଧାରଣା ଅଷ୍ଟମ ଦିବସରେ ଉପନୀତ ହୋଇଛି। ସାରା ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ମା’…