ଆଜିର ଖବର କ୍ଲାଉଡ୍ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ପାଇଁ ଜିଓ ପ୍ଳାଟଫର୍ମସ୍ ଓ ଏନ୍ଭିଡିଆ ମଧ୍ୟରେ ସହଯୋଗିତା ମୁମ୍ବାଇ/ ଭୁବନେଶ୍ୱର: ଅତ୍ୟାଧୁନିକ କ୍ଲାଉଡ୍ଭିତିକ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଢ଼ାଂଚା ବିକାଶ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଏନ୍ଭିଡିଆ ସହ ସହଯୋଗିତା ସ୍ଥାପନ କରାଯାଇଥିବା ଘୋଷଣା କରାଯାଇଛି।…