ଆଞ୍ଚଳିକ ଗଡ଼କୁଜଙ୍ଗ ପଂଚାୟତରେ ସରପଂଚଙ୍କ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ରଞ୍ଜିତ ପଣ୍ଡା କୁଜଙ୍ଗ: ଏରସମା ବ୍ଳକ ଗଡ଼କୁଜଙ୍ଗ ପଂଚାୟତର ଯୁବସରପଂଚ ସମ୍ପଦ କୁମାର ବାରିକଙ୍କ କାର୍ଯ୍ୟକୁ ଏବେ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି। କୋଭିଡ଼-୧୯ ପରିଚାଳନା…