ଆଜିର ଖବର Invest Odisha: ୧.୪୬ ଲକ୍ଷ କୋଟି ଟଙ୍କାର ୩୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୬୬,୦୦୦ ନିଯୁକ୍ତି ସୁଯୋଗ Invest Odisha: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୫୦୦ ଦିନ ପୂରଣ ହେବା ପରେ, ଓଡ଼ିଶା ସରକାର ଶନିବାର ଦିନ ୧.୪୬ ଲକ୍ଷ କୋଟି ଟଙ୍କାର…