ଆଜିର ଖବର ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି ନୂଆଦିଲ୍ଲୀ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଡିମ୍ଡ ଟୁ ବି ୟୁନିଭରସିଟିର ୫୭ତମ ସମାବର୍ତ୍ତନ ସମାରୋହ ଏହି ଅନୁଷ୍ଠାନର ନୂଆଦିଲ୍ଲୀ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ…