ଆଜିର ଖବର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହିଂସା ରିପୋର୍ଟ ଧରି ଅମିତ ଶାହାଙ୍କୁ ଭେଟିଲେ ରାଜ୍ୟପାଳ ନୂଆଦିଲ୍ଲୀ: ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ସମୟରେ ହିଂସା ଘଟଣାକୁ ନେଇ ଶନିବାର ଦିନ ପଶ୍ଚିମବଙ୍ଗରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି ସମୟରେ ଆଜି ରାଜ୍ୟପାଳ ସିଭି…