ବିଶେଷ ଖବର ଜାଣନ୍ତୁ, ଏଥର ସୂର୍ଯ୍ୟ ପରାଗ ସମ୍ପର୍କରେ, କେତେବେଳେ କରିବେ ପାକତ୍ୟାଗ, କେଉଁ ମନ୍ତ୍ର ଜପିବା ଉଚିତ ସମୀକ୍ଷା ବ୍ୟୁରୋ ଆସନ୍ତା ୨୬ ତାରିଖ ଅର୍ଥାତ୍ ଗୁରୁବାର ପୌଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଛି। ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ଓ ପାଳନୀୟ ହେବ।…