ଆଞ୍ଚଳିକ ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍: ବିଜେତା ଖେଳାଳିଙ୍କୁ ପୁରଷ୍କୃତ କଲା ସେଣ୍ଟ ଜାଭିୟର ସ୍କୁଲ ସୀତାରାମ ଅଗ୍ରୱାଲ ବାଣପୁର: ଚଳିତ ବର୍ଷ ସେଣ୍ଟ ଜାଭିୟର ସ୍କୁଲ ପରିସରରେ ଦୁଇ ଦିବସୀୟ “ପ୍ରଥମ ବାଣପୁର ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ୨୦୨୧” ପ୍ରତିଯୋଗିତା ଉଦଯାପିତ ହୋଇଯାଇଅଛି।…