ଆଜିର ଖବର ବାଲୁଗାଁ ଷ୍ଟେସନ୍ ନିକଟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ: ଦୁଇଟି ଟ୍ରେନକୁ ମାର୍ଗରେ ସାମୟିକ ଭାବେ ନିୟନ୍ତ୍ରିତ ବାଲୁଗାଁ: କେନ୍ଦୁଝର ନିକଟବର୍ତ୍ତୀ ନୟାଗଡ଼ ଠାରୁ ଲୁହାପଥର ବୋଝେଇକରି କର୍ଣ୍ଣାଟକର ହୁଵାଲୀ କୁ ଯାତ୍ରାକରୁଥିବା ଏକ ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସୋଲାରି…