ସ୍ଥଗିତ କରିବାକୁ ନିଷ୍ପତ୍ତି

ଭୋପାଳ: ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିବାକୁ ମଧ୍ୟପ୍ରଦେଶ କ୍ୟାବିନେଟ ଅନୁମୋଦନ ଦେଇଛି। ନିର୍ବାଚନ ବାତିଲ କରିବାକୁ କ୍ୟାବିନେଟ ଏକ ପ୍ରସ୍ତାବ ଆଗତ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଛି।…