ଆଜିର ଖବର ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି ଆଉ ମାତ୍ର ଦିନକ ପରେ ପାଳିତ ହେବ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ମହାନ ପର୍ବ—ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ଅବସରକୁ ସ୍ୱାଗତ କରିବା ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ…