ସ୍ନେହାଙ୍ଗିନି ଛୁଆରିଆ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମହିଳା ଶାଖାର ସଭାନେତ୍ରୀ ଭାବେ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁଆରିଆଙ୍କୁ ମନୋନୀତ କରିଛନ୍ତି।…