ବିଶେଷ ଖବର ସ୍ୱଦେଶୀ ଡିଜାଇନ ଓ ଜ୍ଞାନ କୌଶଳରେ ବିକଶିତ ହାଲ୍କା ଲଢୁଆ ହେଲିକୋପ୍ଟର ‘ପ୍ରଚଣ୍ଡ’ ଭାରତୀୟ ବାୟୁସେନାରେ ସାମିଲ ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଓ କାରିଗରୀ ଜ୍ଞାନ କୌଶଳରେ ବିକଶିତ ହାଲ୍କା ହେଲିକୋପ୍ଟର (ଏଲ୍ସିଏଚ୍) “ପ୍ରଚଣ୍ଡ” ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି।…